କାହାର ବିକୃତ ମାନସିକତା ଫଗୁଣ ପୁରୁଷର ସ୍ପର୍ଶ ସଜେଇ ହେବା ଜାତିର ପିତା ଗାନ୍ଧି ଛବିର ମଣିଷ ନ ହୋଇ ହୃଦୟର ମଣିଷ ହେବା ଉଚିତ ମହାଶୟ ମୋର ପ୍ରଣାମ ମଣିଷ ଜୀବନ ରେ ସମସ୍ତେ କିଛି ନା କିଛି ଭୁଲ କରିଥାନ୍ତି ତେଣୁ ଆମେ ସଜାଗ ହେବା ଉଚିତ ସେ ବନ୍ଚିଛି!କେଜାଣି! ଭୁଲି ଗଲାଣି ସେ କେମିତି ବନ୍ଚନ୍ତି! କାହାକୁ ବା ପଚାରିବ! ଯଦି ଦୁଇ ବଖତ ଖାଇ ଦୁଇ ମୁନ୍ଦା ପିଇ ପଡି ରହିବାଟା ବଂଚିବା ତା ହେଲେ ହଁ! କୋଣାର୍କର ଭଗ୍ନ ମୁଖଶାଳା ପରି ସବୁ ଘଟଣା ଦୁର୍ଘଟଣା ଅନ୍ୟାୟ ଶୋଷଣ ଓ ଚକ୍ରାନ୍ତର ମୁକ ସାକ୍ଷୀ ହେବା ଯଦି ବଂଚିବା ତାହା ହେଲେ ହଁ!

Odia ପୋଡ଼ି ହେବା Stories